ବିଶ୍ବ ବ୍ୟାଡ଼ମିଣ୍ଟନ ଚାମ୍ପିୟନଶିପରେ ପ୍ରଥମ ଓଡ଼ିଆ ଭାବେ ଅଂଶଗ୍ରହଣ କରିବେ ପଣ୍ଡା ସିଷ୍ଟର୍ସ ଋତପର୍ଣ୍ଣା ଓ ଶ୍ବେତପର୍ଣ୍ଣା ପଣ୍ଡା। ପ୍ୟାରିସରେ ଅଗଷ୍ଟ ୨୫ରୁ ୩୧ ଯାଏ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ।
Credible Local News of Odisha