ବିଶ୍ବବିଦ୍ୟାଳୟ ବର୍ଗରେ ଟପ୍ ୧୦୦ ଭିତରେ ଓଡ଼ିଶାର ୩ଟି ବିଶ୍ବବିଦ୍ୟାଳୟ

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ଏନ୍ଆଇଆରଏଫ ରାଙ୍କିଂ ପ୍ରକାଶ ପାଇଥିବା ବେଳେ ଟପ୍ ୨୦୦ରେ ଓଡ଼ିଶାର ୮ଟି ବିଶ୍ବବିଦ୍ୟାଳୟ ରହିଛି।

ଟପ୍ ୧୦୦ ଭିତରେ ୧୬- ସୋଆ, ୨୦- କିଟ୍, ୮୮- ଉତ୍କଳ ବିଶ୍ବବିଦ୍ୟାଳୟ ରହିଛି। ସେହିଭଳି ଟପ୍ ୨୦୦ରେ- ସିଭି ରମଣ, VSSUT, ସେଞ୍ଚୁରିଆନ (ପାରଳାଖେମୁଣ୍ଡି) ଓ FM ବିଶ୍ବବିଦ୍ୟାଳୟ ବାଲେଶ୍ବର ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes