ବିଶ୍ବକପ୍ ହକିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି: ମନ୍ତ୍ରୀ

ବିଶ୍ବକପ୍ ହକିର ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଛନ୍ତି କ୍ରୀଡ଼ା ମନ୍ତ୍ରୀ।

ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଛନ୍ତି। ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା, ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି,କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes