ବିଶିଷ୍ଟ ଜ୍ୟୋତିର୍ବିଦ, ଶିକ୍ଷାବିତ ଅମରେନ୍ଦ୍ର ମିଶ୍ରଙ୍କ ପରଲୋକ (ଅପଡେଟ)

ରାଜ୍ୟର ବିଶିଷ୍ଟ ଜ୍ୟୋତିର୍ବିଦ ତଥା ଶିକ୍ଷାବିତ ଭାବେ ପରିଚିତ ଅମରେନ୍ଦ୍ର ମିଶ୍ରଙ୍କର ଆଜି ସନ୍ଧ୍ୟାରେ ହୃଦଘାତରେ ବଲାଙ୍ଗୀର ସ୍ଥିତ ନିଜ ବାସଭବନରେ 73 ବର୍ଷ ବୟସରେ ପରଲୋକ ହୋଇଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି l

ତାଙ୍କ ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି l ତାଙ୍କ ପରିବାରରେ ପତ୍ନୀ, ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes