ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ

କୋରାପୁଟ ଜିଲ୍ଲା ଜୟପୁର ଛତ୍ରିପୁଟ ନିକଟରେ ବିଶାଖାପାଟଣା- ଜଗଦଲପୁର ପାସେଞ୍ଜର ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version