ବିଳମ୍ବିତ ରାତିରେ ରାଜଧାନୀରେ ଯୁବକଙ୍କୁ ହତ୍ୟା

ରାଜଧାନୀ ଭୁବନେଶ୍ୱରର ରୁପାଲୀ ଛକରେ ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ତାଙ୍କର ଦୁଇ ବନ୍ଧୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିବା ପୁଲିସ କହିଛି l ରାତିରେ ନିଶା ଖାଇବା ପରେ ଉଚ୍ଚବାଚ ହୋଇ ଏହି ଘଟଣା ଘଟିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes