ବିଳମ୍ବିତ ରାତିରେ ଫାଷ୍ଟ ଫୁଡ ଦୋକାନରେ ଗଣ୍ଡଗୋଳ, ୫ଆହତ

ବାଲେଶ୍ଵର ଜିଲ୍ଲା ସୋର କଲେଜ ଛକ ନିକଟରେ ଥିବା ରବିନ୍ଦ୍ର ଶିଅଳଙ୍କ ଫାଷ୍ଟ ଫୁଡ ଦୋକାନକୁ ଗତକାଲି ରାତିରେ ୩୵୪ ଜଣ ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ ଆସି ଦୋକାନ ପିଲାମାନଙ୍କୁ ମାରପିଟ କରିଥିଲେ।

ଖବରପାଇ ମାଲିକ ରବିନ୍ଦ୍ର ଆସିବା ପରେ ତାଙ୍କୁ ମଧ୍ଯ ଦୁର୍ବୃତ୍ତମାନେ ମାଡମାରି ଆହତ କରିଥିଲେ। ଘଟଣାରେ ୫ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes