ବିଲେଇପଦାରେ ୨୪ ପ୍ରହରୀ ଅଖଣ୍ଡ ନମ ଯଜ୍ଞ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲା ବିଲେଇପଦାରେ ମେ’ ୬ ତାରିଖରୁ ଆରମ୍ଭ ହୋଇଥିବା ୨୪ ପ୍ରହରୀ ଅଖଣ୍ଡ ନାମ ଯଜ୍ଞ ଆଜି ଉଦଯାପିତ ହେବ।

ଆଜି ଉଦଯାପିତ ଦିନରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version