ମାଲକାନଗିରି ଜିଲ୍ଲା ବାଉଁଶଗୁଡ଼ା ଗାଁ ଏହି ଘଟଣା ଘଟିଛି।
୩ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନନ୍ତର କରାଯାଇଛି। ମୃତକ ମଧ୍ୟରେ ଦୁଇ ମହିଳା ରହିଛନ୍ତି। ମୃତକମାନେ ହେଲେ ଦହିମତି ଖିଲ(୨୬) ଓ ଲକ୍ଷ୍ମୀ କେପୋ(୨୮)।
Credible Local News of Odisha