ବିଲରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା ଏକ ହତ୍ୟାକାଣ୍ଡ

ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ନିକଟରେ ବିଲରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା l ପୁଲିସ ଯୁବକଙ୍କ ମୃତଦେହକୁ ଚିହ୍ନଟ କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes