ମୟୂରଭଞ୍ଜ ଜିଲ୍ଲା ଉଦଳା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ ଅବମାନନା ନେଇ ଶରତରେ ଚକାଜାମ କରିଛନ୍ତି ଲୋକେ।
୧୦ ତାରିଖରେ କେହି ଦୁର୍ବୃତ୍ତ ବଜାରରେ ଥିବା ପ୍ରତିମୂର୍ତ୍ତିକୁ ଶାଢୀ ପିନ୍ଧାଇଥିଲେ।୪ ଦିନ ପରେ ବି କାହାକୁ ଗିରଫ କରାଯାଇ ନଥିବାରୁ ଶରତ ବନ୍ଦ କରିଛନ୍ତି।
Credible Local News of Odisha