କେନ୍ଦୁଝର ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ, ପାଠାଗାର, ଶୌଚାଳୟ, ଆଦି ସମସ୍ୟା ସାଙ୍ଗକୁ ଅସାମାଜିକ ଯୁବକଙ୍କ ଅବାଧ ପ୍ରବେଶ ଆଦି ପ୍ରତିବାଦରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି।
ଦସ୍ତଖତ ସମ୍ବଳିତ ଦାବି ପାତ୍ରକୁ ଏବିଭିପିର ଜିଲ୍ଲା ସଂଯୋଜକଙ୍କ ନେତୃତ୍ବରେ ଜିଲ୍ଲିପାଳଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।