ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ

୧୨ ଫେବ୍ରୁଆରୀ ୨୦୨୬ ସୁଦ୍ଧା ଖାଲି ପଡ଼ିଛି ୯୪ ହଜାର ୪୮୫ ପଦବୀ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସର୍ବାଧିକ ୨୦ ହଜାର ୨୮୯ ପଦବୀ ଖାଲି ପଡ଼ିଥିବା ବେଳେ ଗୃହ ବିଭାଗରେ ୧୬ ହଜାର ୩୨, ସ୍ୱାସ୍ଥ୍ୟରେ ୧୦ ହଜାର ୪୫୭ ପଦବୀ ଖାଲି ପଡ଼ିଛି।

୧୨/୦୬/୨୪ରୁ ୧୨/୦୨/୨୬ ମଧ୍ୟରେ ୩୯ ହଜାର ୫୦୫ ନିଯୁକ୍ତି ସରିଛି।ଚକ୍ରମଣି କହଁରଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes