ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ରୋକିବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ସମସ୍ତ ଜିଲ୍ଲା ଏସ୍ପିଙ୍କ ନେତୃତ୍ୱରେ ରାଜ୍ୟରେ ୨ ଦିନ ହେବ ମାରାଥନ ରେଡ୍ ଚାଲିଛି।
NCB, DRI ସହ ଯୋଗାଯୋଗରେ ରହିଛି STF। ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଛି କହିଛନ୍ତି STF ଏସ୍ପି।
Credible Local News of Odisha