ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ମୋହର ମାରିଲେ ମନ୍ତ୍ରୀ

ଆଜି ମଧ୍ୟାହ୍ନରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତକୁ ପରିଦର୍ଶନରେ ଯାଇ ଗ୍ରାମବାସୀମାନଙ୍କ ସହ ବିଭିନ୍ନ ଆଲୋଚନା କରି ବିଧାୟକ ହାତ ପାଣ୍ଠିରୁ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପ୍ରଦାନ କରିଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes