ଗିରଫ ଅଭିଯୁକ୍ତ ବିଶେଷକରି ଛିନ୍ତାଇ ଓ ଲୁଟପାଟ କରି ଆସୁଥିବା ଅଭିଯୋଗ ହୋଇଥିଲା। ୮ଟି ସୁନା ଚେନ୍, ୨୧ଟି ମୋବାଇଲ, ୧୪ଟି ବାଇକ୍, ଟଙ୍କା ଜବତ କରିଛି ପୁଲିସ।
ଗିରଫ ୨୧ ଅଭିଯୁକ୍ତଙ୍କ ମଧ୍ୟରେ ୩ ମହିଳା ଥିବା ସୂଚନା ମିଳିଛି।
Credible Local News of Odisha