ବିବେକାନନ୍ଦ କନ୍ୟାକୁମାରୀ ଶାଖା ତରଫରୁ ବ୍ୟକ୍ତିତ୍ୱ ବିକାଶ ଶିବିର

କେନ୍ଦୁଝର ଶାଖା ତରଫରୁ ଟେଲିଫୋନ ଏକ୍ସଚେଞ୍ଜ ଛକ ସ୍ଥିତ କେନ୍ଦୁଝରର ଅଗ୍ରଣୀ କୋଚିଂ ସେଂଟର ସାଇପ୍ରେରଣା ଅନୁଷ୍ଠାନରେ ବ୍ୟକ୍ତିତ୍ୱ ବିକାଶ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି ।

ଜୁନ ମାସ ୭ ତାରିଖ ୩ ଦିନ ବ୍ୟାପି ଏହି ଶିବିର ଆରମ୍ଭ ହୋଇ ୯ତାରିଖ ପର୍ଯ୍ୟନ୍ତ ଚାଲିଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ପ୍ରାର୍ଥନା, ଯୋଗାସନ, ସୂର୍ଯ୍ୟ ନମସ୍କାର, ଗୀତା ପାଠ, ପ୍ରାଣାୟମ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିବେକାନନ୍ଦ କେନ୍ଦ୍ରର ବରିଷ୍ଠ କାର୍ଯ୍ୟକର୍ତ୍ତା ପୁରୁଷୋତ୍ତମ ସାହୁ,ପ୍ରଣବ ରାଉତରାୟ ସମେତ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes