ବିବାହ ଭୋଜି ଖାଇ ୨୫ରୁ ଉର୍ଦ୍ଧ ବ୍ୟକ୍ତି ଗୁରୁତର

ଏକବିବାହ ଭୋଜି ଖାଇ ଆଜି 25ରୁ ଉର୍ଦ୍ଧ ବ୍ୟକ୍ତି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଶାଳପଡା ପଂଚୟତ ଝାଟିଆସାହି ଗ୍ରାମରେ ।

ଏକ ମେଡ଼ିକାଲ ଟିମ ଉକ୍ତ ଗ୍ରାମକୁ ଯାଇ ଘଟଣାର ତଦନ୍ତ ପାଇଁ ଯାଇଥିବା ଜଣା ଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes