ବିବାଦୀୟ ପାଟଣା ଥାନା ଏଏସଆଇ ପଦ୍ମାବତୀ ବିଶ୍ଵାଳଙ୍କ ବଦଳୀ

କେନ୍ଦୁଝର ଜିଲ୍ଲା ପାଟଣା ଥାନାର କାର୍ଯ୍ୟରତ ଏଏସଆଇ ପଦ୍ମାବତୀ ବିଶ୍ବାଳଙ୍କ ସୋମବାର ସକାଳୁ କେନ୍ଦୁଝର ମୁଖ୍ୟାଳୟକୁ ବଦଳି ହୋଇଛି।

ପଦ୍ମାବତୀ ବିଭିନ୍ନ ବିବାଦୀୟ ଘଟଣାରେ ଛନ୍ଦି ହୋଇ ପଡ଼ିଥିଲେ। ଏନେଇ ଘଟଗାଁ ଏସଡିପି ଓ ସୁଦର୍ଶନ ଗଙ୍ଗୋଇଙ୍କୁ ପଚାରିବାରୁ ତାଙ୍କର ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଜିଲ୍ଲା ହେଡ୍ କ୍ୱାଟର ପୁଲିସ କାର୍ଯ୍ୟାଳୟକୁ ବଦଳି କରିଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes