ବିପୁଳ ପରିମାଣର ଦେଶୀ ଏବଂ ବିଦେଶୀ ମଦ ଜବତ ସହ ଜଣେ ଗିରଫ

ଅବକାରୀ ବିଭାଗ ବାଲେଶ୍ୱର ଜିଲ୍ଲା ଜଳେଶ୍ବରର ବିଭିନ୍ନ ଅଞ୍ଚଳରେ ମିଳିତ ଚଢଉ କରି ୨୦୦ ଗ୍ରାମ ବ୍ରାଉନସୁଗର ସହ ବିପୁଳ ପରିମାଣର ଦେଶୀ ଏବଂ ବିଦେଶୀ ମଦ ଜବତ ସହ ଜଣକୁ ଗିରଫ କରିଛି।

ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version