ବିପିଏଲ ସିଜନ-୩,ବାଦୀକୁ ହରାଇ ସିଦୀକ୍ଷା ଫାଇନାଲରେ

ବିନିକା ସ୍ପୋର୍ଟସ କ୍ଲବ ତରଫରୁ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଟିତ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ବାଦୀ ବ୍ରଦରସକୁ ହରାଇ ସିଦୀକ୍ଷା ଲେବେଲ୍ ଫାଇନାଲକୁ ପ୍ରବେଶ କରିଛି ।

ଏଥିରେ ଅତିଥି ଭାବେ ରେଞ୍ଜର ଡମ୍ବରୁଧର ପ୍ରଧାନ,ଶିକ୍ଷକ ମୀନକେତନ ବାଘ,ପୂର୍ବତନ ଖେଳାଳୀ ସୁଶାନ୍ତ ପଣ୍ଡା,ଶୁକଦେବ ପୁରୋହିତ,ଯୁବ ଓକିଲ ସୁରେଶ ମିଶ୍ର,ସ୍ବେଚ୍ଛାସେବୀ ରାମ ଗୋପାଳ ବାଘ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes