ବିନିକା ସ୍ପୋର୍ଟସ କ୍ଲବରେ ୭୭ତମ ସ୍ବାଧିନତା ଦିବସ ପାଳିତ

ବିନିକା ସ୍ପୋର୍ଟସ କ୍ଲବ ପରିସରରେ ଆଜି ୭୭ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। କ୍ଲବ ସଭାପତି ସୋମନାଥ ମିଶ୍ର ଜାତୀୟ ପତାକା ଉତ୍ତୋଳନ କରି ସ୍ଵାଧୀନ ସଂଗ୍ରାମୀମାନଙ୍କ ଗୁଣଗାନ କରିଥିଲେ।

ସୃଜନ ପଣ୍ଡା କର୍ଯ୍ୟମକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ମନୋଜ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ କ୍ଲବ ସଦସ୍ୟ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes