ବିନିକା ସିଦ୍ଧାର୍ଥ ଜୁନିଅର କଲେଜରେ ଗୁରୁ ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଜୁନିଅର କଲେଜ ପକ୍ଷରୁ ଅଧ୍ୟକ୍ଷା ରେଖା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁ ଦିବସ ପାଳିତ ହୋଇଯାଇଛି ।

ଏଥିରେ ବରିଷ୍ଟ ଅଧ୍ୟାପକ ନିରଞ୍ଜନ ପାଣ୍ଡିଆ,ବିଜୟ ସାହୁ,ସପ୍ତ ସାଗର ଯୋଗଦେଇ ଗୁରୁ ଦିବସର ମହତ୍ତ୍ଵ ଉପରେ ଆଲୋକ ପାତ କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes