ବିନିକା ଠାରେ ରକ୍ତହୀନତା ମୁକ୍ତ ପଂଚାୟତ ସମ୍ପର୍କିତ ତାଲିମ୍ ଅନୁଷ୍ଠିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସମ୍ମିଳନୀ କକ୍ଷ୍ୟ ରେ ପଂଚାୟତ ସମିତି ତଥା ଜ଼ିଲ୍ଲା ପରିଷଦ ସୁବର୍ଣ୍ଣପୁର ତରଫରୁ ଆଜି ରକ୍ତହୀନତା ମୁକ୍ତ ପଂଚାୟତ ସମ୍ପର୍କିତ ଏକଦିବସୟ ତାଲିମ୍ ଅନୁଷ୍ଠିତ ହୋଇଯାଇଛି!ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଶରତ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ତାଲିମ୍ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଏଥିରେ ଶିଶୁ ଙ୍କ ପୋଷଣ, ଟିକାକରଣ, ପୁଷ୍ଟିକର ଆହାର ଭୃଣ ହତ୍ୟା ବିଷୟରେ ଆଲୋଚନା କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes