ବିନିକା ଅନବାଉଣ୍ଡେଣ୍ଟ ୱିଙ୍ଗସରେ ୭୬ତମ ସ୍ବାଧିନତା ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅନବାଉଣ୍ଡେଣ୍ଟ ୱିଙ୍ଗସରେ ୭୬ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି ।

ଅନୁଷ୍ଠାନର ମେନେଜିଂ ଡାଇରେକ୍ଟର ସୁଜିତ କୁମାର ଶର୍ମା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ୱିଂଙ୍ଗସର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes