ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଜାରି

ଆଜି ଅପରାହ୍ନ ୩ଘଣ୍ଟା ସମୟରୁ ଅଦ୍ୟାବଧି ବିନିକା ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି ।

ଫଳରେ ବର୍ଷା ଯୋଗୁଁ ରାସ୍ତାଘାଟ ଶୂନଶାନ ହୋଇପଡିଛି । ବେଶ କିଛିଦିନ ଧରି ଲାଗିରହିଥିବା ଗ୍ରୀଷ୍ମ ତାତିରୁ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତି ପାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes