ଭୁବନେଶ୍ୱର ବରିଷ୍ଠ ସାମ୍ବାଦିକ ରବି ଦାସ ଆଜି ବିନିକା ଗସ୍ତରେ ଆସି ସ୍ଥାନୀୟ ଚନ୍ଦ୍ରମା ହୋଟେଲ ସଭାଗୃହ ଠାରେ ରହଣି ସମୟରେ ସୁବର୍ଣ୍ଣପୁର କର୍ମଜୀବୀ ସାମ୍ବାଦିକ ସଂଘ ସଭାପତି,ବିନିକା ସାମ୍ବାଦିକ ସଂଘ ଉପଦେଷ୍ଟା ତଥା ସମାଜସେବୀ ସୃଜନ କୁମାର ପଣ୍ଡା ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
Credible Local News of Odisha