ବିନା PUCCରେ ପରିବହନ ବିଭାଗର ମାଳ ମାଳ ଗାଡ଼ି ଚାଲୁଛି ନେଇ ବିଧାନସଭାର ଲିଖିତ ଉତ୍ତରରୁ ତଥ୍ୟ ସାମ୍ନାକୁ ଆସିଛି। ପରିବହନ କାର୍ଯ୍ୟାଳୟରେ ନିୟୋଜିତ ହୋଇଛି ୨୪୨ଟି ଗାଡ଼ି, ସେଥି ମଧ୍ୟରୁ ୪୪ଟି ଗାଡ଼ି ରାଜ୍ୟ ସରକାରଙ୍କର ନିଜସ୍ୱ ଏବଂ ୧୯୮ଟି ଗାଡ଼ି ଭଡ଼ାରେ ଆଣିଛନ୍ତି ରାଜ୍ୟ ସରକାର। ସବୁ ଗାଡ଼ିର PUCC ଅବଧି ୨୦୨୫ ଡିସେମ୍ବର ୨୨ରୁ ଶେଷ ହୋଇଛି।