ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ବିଚାରପତି

ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ।

ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ଏ ନେଇ ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ। ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଯାଇଛନ୍ତି ପ୍ରତାପ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes