ବିଧାୟକମାନଙ୍କ ନାଁରେ ରହିଛି ୧୫୬ଟି ମାମଲା

ଗୃହରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ଉତ୍ତର ରଖିଛନ୍ତି। ଏସବୁ ମାମଲା ଅପରାଧିକ ଶ୍ରେଣୀର, ବିଚାରାଧୀନ ଅଛି। ଗତ ବର୍ଷେ ଭିତରେ କୌଣସି ବିଧାୟକ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି କହିଛନ୍ତି ମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes