ବିଧାୟକଙ୍କ ଗିରଫ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ବିଧାୟକ

ବିଡ଼ିଓଙ୍କୁ ମାଡ଼ ଘଟଣାରେ ଦେବଗଡ଼ ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟରେ ଚାରି ଜଣ ବିଜେପି ବିଧାୟକ ଫେରାଦ ହୋଇଛନ୍ତି l
ଜଣ ପ୍ରତିନିଧି ମାନଙ୍କୁ କିପରି ପ୍ରଶାସନିକ ଅଧିକାରୀ ମାନେ ଅସମ୍ମାନ ଜଣାଉଛନ୍ତି ତାହା ବିଧାୟକମାନେ ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes