ଧାନମଣ୍ଡି ସମସ୍ୟାକୁ ନେଇ ନାରାବାଜୀ ସହ ଗୃହରେ ଧାନ ରଖି ବିଜେଡି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି। ମୁଣ୍ଡରେ ଧାନ ମୁଣ୍ଡାଇ ଗୃହକୁ ଆସିଲେ ରୋମାଞ୍ଚ ରଞ୍ଜନ ବିଶ୍ଵାଳ। ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି।
Credible Local News of Odisha