ବିଧାନସଭାରେ ପ୍ରଥମ କରି ବିରୋଧୀଦଳ ନେତାଙ୍କ ଲାଇନ କାଟିଦିଆଗଲା: ଜୟନାରାୟଣ

ସିଏମ୍ଓ କାହାକୁ କହନ୍ତି, ଜଣେ ସଚିବ କଣ ଅଫିସ୍‌ କି, ମୁଖ୍ୟମନ୍ତ୍ରୀଙ୍କ ବିବୃତିରେ କୌଣସି କ୍ଲାରିଟି ନାହିଁ କହିଲେ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର।

ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ୍ ଦେଇଛନ୍ତି, ସେ ଉତ୍ତର ଦାୟୀ, ମନ୍ତ୍ରୀଙ୍କୁ ଦେଖା କରୁ ନାହାନ୍ତି ସେ ଲୋକଙ୍କୁ କଣ ଦେଖା କରିବେ କହିଲେ ଜୟନାରାୟଣ। ଖଣ୍ଡପଡ଼ାର ତାଙ୍କ ଦଳ ବିଧାୟକ 5T ସଚିବଙ୍କ ଗସ୍ତ କଥା କହିଛନ୍ତି, ଚନ୍ଦ୍ରଯାନ ଖର୍ଚ୍ଚ ସହ 5T ସଚିବଙ୍କ ଗସ୍ତ ଖର୍ଚ୍ଚ ସମାନ କହିଛନ୍ତି, ତେଣୁ ଆମେ ଏନେଇ ଗୃହରେ ପ୍ରଶ୍ନ କରିଥାନ୍ତୁ, କରାଇ ଦେଉ ନାହାନ୍ତି, ଏଠାରେ ଗଣତନ୍ତ୍ରକୁ ହତ୍ୟା କରି ଅଫିସର ଶାସନ ଚାଲିଛି କହିଛନ୍ତି ଜୟନାରାୟଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes