ବିଦ୍ୟୁତ ସଂସ୍ପର୍ଶରେ ଆସି ବାପା ମୃତ :ଝିଅ ଆହତ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାନୁଆଟାଙ୍ଗର ପଡା ଗାଁରେ ଶୁକ୍ରବାର ବିଦ୍ୟୁତ ସଂସ୍ପର୍ଶରେ ଆସି ବାପା ଗୌରହରୀ ନାୟକ(୭୦) ଙ୍କ ମୃତ୍ୟୁ ହୋଇଛି।

ଆହତ ଝିଅ ସବିତା ନାଏୟକ(୨୭) ଆହତ ହୋଇଛନ୍ତି।ସୂଚନା ଅନୁସାରେ ଝିଅ ସବିତା ଘରର ଫ୍ୟାନ ସ୍ଵିଚ ଅନ କରୁଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶ ରେ ଆସିଯାଇଥିଲେ ଚିତ୍କାର କରିବାରୁ ଝିଅକୁ ବଞ୍ଚାଇବା କୁ ଯାଇ ବାପା ବିଦ୍ୟୁତ ସଂସ୍ପର୍ଶ ରେ ଆସିଥିଲେ l ଉଭୟଙ୍କୁ କରଞ୍ଜିଆ ମେଡିକାଲ ନିଆ ଯାଇଥିଲେ ହେଁ ଗୌରହରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes