ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪ ଗୋରୁ ମୃତ

ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରୀ ନିକଟ ପଟ୍ଟାଗଡିଆ ନିକଟରେ ଆଜି ସକାଳ ସମୟରେ ଗୋରୁମାନେ ବିଲରେ ଚରୁଥିବା ବେଳେ ହଠାତ ବିଦ୍ୟୁତ ତାର ଛିଡି ପଡିଥିଲା।

ଫଳରେ ଘଟଣା ସ୍ଥଳରେ ୪ ଟି ଗୋରୁଙ୍କର ମୃତ୍ୟୁ ଘଟିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes