ବିଦ୍ୟୁତ ଖୁଣ୍ଟରେ ଚଢ଼ି ମରାମତି ବେଳେ ଯୁବକ ମୃତ

କେନ୍ଦୁଝର ଜିଲ୍ଲା ତେଲକୋଇ କାଞ୍ଜିପାଣି ଥାନା ତଳଗୁଣ୍ଡୁଳା ଗାଁରେ ମରାମତି ବେଳେ ଯୁବକ ପ୍ରାଣ ହରାଇଛନ୍ତି।

ଜଣେ ବ୍ୟକ୍ତିଙ୍କ ମରାମତି କାମ ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes