ବିଦ୍ୟୁତ ଆଘାତରେ ଦମ୍ପତି ମୃତ, ଝିଅ ଗୁରୁତର

କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଜାମୁକୁଣ୍ଡିଆ ଗ୍ରାମରେ ବିଦ୍ୟୁତ ଆଘାତରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ 5ବର୍ଷର ଶିଶୁ କନ୍ୟା ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୁଲିସ ଆଜି କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes