ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଶଳାଭିଣୋଇଙ୍କ ମୃତ୍ୟୁ

ଧର୍ମଗଡ଼ ଆମପାଣି ଥାନା ପୋଡ଼ାଗୁଡ଼ା ଗାଁରେ ଶଳାଭିଣୋଇଙ୍କ ମୃତ୍ୟୁ ଘଟିଛି। ଜମିରେ ପାଣି ମଡ଼ାଇବା ବେଳେ ମୋଟର୍‌ରେ ସର୍ଟସର୍କିଟ୍‌ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes