ସମ୍ବଲପୁର ଜିଲ୍ଲା ରେଢାଖୋଲ ହାତୀବାହାଲ ନିକଟ ପଣ୍ଡକିମାଲ ଜଙ୍ଗଲରେ ବିଦ୍ୟୁତ୍ ଖୁଣ୍ଟ କାଟୁଥିବା ଅଭିଯୋଗରେ ୨ ଭାଇଙ୍କୁ ଗିରଫ କରିଛି ପୁଲିସ।
ଉଭୟଙ୍କ ଠାରୁ ଗ୍ୟାସ କଟର, ପିକ୍ଅପ୍ ଭ୍ୟାନ ଓ ୨ ବାଇକ୍ ଜବତ କରିଛି ପୁଲିସ। ୨ ଭାଇଙ୍କ ଘର ସୋନପୁର ଖମ୍ବେଶ୍ୱରପାଲି ଅଞ୍ଚଳର ବୋଲି ସୂଚନା ମିଳିଛି।
Credible Local News of Odisha