ବିଦ୍ୟୁତସଂସ୍ପର୍ଶ ରେ ଆସି ମହିଳା ମୃତ

କେନ୍ଦୁଝର ଜିଲ୍ଲା ପାଟଣା ଥାନା ମେଦିନିପୁର ଗାଁର ଜଣେ ୫୫ ବର୍ଷୀୟା ବିବାହିତା ମହିଳା ରବିବାର ରାତ୍ରି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ମୃତମହିଳା ହେଉଛନ୍ତି ଟିକାୟତ ନାଏକଙ୍କ ସ୍ତ୍ରୀ କୁନ୍ତୀ ନାଏକ। ଘରକୁ ଆସିଥିବା ସର୍ଭିସ ତାରରୁ ଜିଆଇ ତାର ଚାର୍ଜ ହୋଇ ଯାଇଥିଲା। ଜିଆଇ ତାର ସଂସ୍ପର୍ଶରେ ମହିଳା ଆସି ମୃତ୍ୟୁ ବରଣ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes