ନୈତିକ ଓ ବୌଦ୍ଧିକ ବିକାଶ ପାଇଁ ଭଗବତ୍ ଗୀତାର ଶ୍ଳୋକଗାନ କରିବେ ନେଇ ପ୍ରସ୍ତାବ ରଖାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ବିଧାୟକ ସିଂତାଶୁ ମହାପାତ୍ରଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି। ୩ ଥର ଓଁକାର ଧ୍ବନି, ନୈତିକ ଗଳ୍ପ ତଥା ଶାନ୍ତି ମନ୍ତ୍ର ପାଠ ପାଇଁ ପ୍ରସ୍ତାବ ଦିଆଯାଇଛି।