ବିଦେଶା ଗତ ପକ୍ଷୀଙ୍କ ଆଗମନ ଶୁନ:ପକ୍ଷୀ ପ୍ରେମୀ ନିରାଶ

କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ମଙ୍ଗଳବାର କ୍ଷୀରେଇ ଟାଙ୍ଗିରୀ ବଡ଼ ବନ୍ଧରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କମ ସଂଖ୍ୟକ ପକ୍ଷୀ ଙ୍କ ଆଗମନ ହୋଇଥିବାରୁ ପରିବେଶ ବିତ ଓ ପକ୍ଷୀ ପ୍ରେମୀ ମାନଙ୍କୁ ନିରାଶ ହେବାକୁ ପଡିଛି।

ଚଳିତ ବର୍ଷ ଏହି ବନ୍ଧ କୁ ମୋଟ ୧୩ ଟି ପକ୍ଷୀ ଙ୍କ ଆଗମନ ହୋଇଛି । ସେଥି ମଧ୍ୟରୁ ୯ ଟି କୁଜି ବଗ ଏବଂ ୪ ଟି ପାଣିକୁଆ ପକ୍ଷୀ ଆସିଥିବା ରେଞ୍ଜର ଘାସିନାଥ ପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes