ବିଜୟ ଓ ଅରବିନ୍ଦଙ୍କୁ ଭେଟିଲେ ଦତ୍ତେଶ୍ୱର

ବିଜେଡି-କଂଗ୍ରେସ ସମର୍ଥିତ ରାଜ୍ୟସଭା ପ୍ରାର୍ଥୀ ଦତ୍ତେଶ୍ୱର ହୋତା ଆଜି ବିଜୟ ମହାପାତ୍ର ଓ ଅରବିନ୍ଦ ମହାପାତ୍ରଙ୍କୁ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତ କରି ଉଭୟଙ୍କ ସହ କଲେ ଆଲୋଚନା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes