ବିଜେଡ଼ି ନେତାଙ୍କ ଆତ୍ମହତ୍ୟା ଘଟଣାରେ ଭାଇରଲ ଅଡିଓ ଚର୍ଚ୍ଚାରେ

ପୁରୀ ଜିଲ୍ଲା ଗୋପ ବ୍ଲକ ଜିଲ୍ଲା ପରିଷଦ ଜୋନର ବିଜେଡ଼ି ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଚାଲୁଥିବା ବେଳେ ଆଜି ଏକ ଭାଇରଲ ଅଡିଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି l ଏହାକୁ ନେଇ ବିଜେପି ଗଣଶିକ୍ଷା ମନ୍ତ୍ରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛି l
ଆତ୍ମହତ୍ୟା ପୂର୍ବରୁ ଧର୍ମେନ୍ଦ୍ର ଫୋନରେ ଅକ୍ଷୟ ନାମକ ବ୍ୟକ୍ତି ସହ କଥା ହୋଇ ଆତ୍ମହତ୍ୟା କରିବେ ବୋଲି କହିଥିଲେ l ଏଥିରେ ସେ ମନ୍ତ୍ରୀ ସମୀର ଦାସ, ନିଜ ପତ୍ନୀ ଓ ଶଶୁରଙ୍କ କଥା କହିଥିବା ଅଡିଓରୁ ଜଣାପଡିଥିବା ବିଜେପି କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes