ବିଜେପି ପ୍ରାର୍ଥୀ ପାଇଁ ଆଜି ପ୍ରଚାର କରିବେ ଧର୍ମେନ୍ଦ୍ର

ଧାମନଗର_ଉପନିର୍ବାଚନର ପ୍ରଚାର ମୈଦାନକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓହ୍ଲାଇଛନ୍ତି।

ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ସେ ପଦଯାତ୍ରା କରିବେ। ୨ ଦିନ ଧରି ଧାମନଗରର ବିଭିନ୍ନ ପଞ୍ଚାୟତରେ ଧର୍ମେନ୍ଦ୍ର ପ୍ରଚାର କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes