ବିଜେପିର ଶକ୍ତି ବନ୍ଦନ କର୍ମଶାଳା

୨୦୨୪ ନିର୍ବାଚନରେ ଏସଏଚଜି ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ନେବାକୁ ବିଜେପି ଉଦ୍ୟମ ଆରମ୍ଭ କରିଛି।

ଏ ନେଇ ରାଜ୍ୟ ବିଜେପି ଆଜି ପ୍ରସ୍ତୁତ କରିବ ବ୍ଲୁ ପ୍ରିଣ୍ଟ। ରାଜ୍ୟ କାର୍ଯ୍ୟାଳୟରେ ଶକ୍ତି ବନ୍ଦନ କର୍ମଶାଳାରେ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ।କର୍ମଶାଳାରେ କ୍ଲାସ୍‌ ନେବେ କେନ୍ଦ୍ର ମନ୍ତ୍ରୀ ସାଧ୍ୱୀ ନିରଞ୍ଜନା ଜ୍ୟୋତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes