ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା February 27, 2026 by Odisha ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ନେଇ ସୂଚନା ମିଳିଛି। ରାଜ୍ୟସଭା ନିର୍ବାଚନକୁ ନେଇ ହେବ ମାନସମନ୍ଥନ।