ବିଜେଡି ପ୍ରାର୍ଥୀ ତାଲିକା: ବ୍ରହ୍ମପୁରରୁ ଲଢ଼ିବେ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଆସିକାରୁ ମଞ୍ଜୁଳା ସ୍ୱାଇଁ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ, ପଟାଙ୍ଗୀରୁ ପ୍ରଫୁଲ୍ଲ ପାଙ୍ଗୀ, ରାଜଗାଙ୍ଗପୁରରୁ ଅନୀଲ ବରୱା, ଉଦଳାରୁ ଶ୍ରୀନାଥ ସୋରେନ୍‌, ମୋରଡ଼ାରୁ ପ୍ରୀତିଲତା କାନୁନଗୋ ନିର୍ବାଚନ ଲଢ଼ିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes