କଟକ ରାଣୀହାଟ ମାଳିସାହିର ବିଜୟ ରାଉତଙ୍କ ଏତଲା ଆଧାରରେ ତାଙ୍କୁ ଗିରଫ କରାଯାଇଛି। ରିୟଲ ଇଷ୍ଟେଟ୍ ବିଜନେସ୍ରେ ସାଢ଼େ ୭ କୋଟି ଫ୍ରଡ୍ କରିଥିବା ଅଭିଯୋଗ ରହିଛି।
ଆଜି OPID କୋର୍ଟରେ ଦିଲୀପଙ୍କୁ ହାଜର କରିବ EOW।
Credible Local News of Odisha