ବିଜେଡି ତରଫରୁ ଵୃକ୍ଷ ରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ନୁଦଡିହା ମହାବିଦ୍ୟାଳୟ ଠାରେ ଆଜି ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଅବସରରେ କପ୍ତିପଦା ଛାତ୍ର ଜନତା ଦଳର ସଭାପତି ଆଶିଷ କୁମାର ଦାସଙ୍କ ନେତୃତ୍ୱରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।

କାର୍ଯ୍ୟକ୍ରମରେ ନୁଦୁଡିହା ସ୍ଥିତ ମେଘାସନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅଧ୍ୟାପକ, ଅଧ୍ୟପିକା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes